ବରର ‘ଡିଜେତୋଡ୍’ ଡ୍ୟାନ୍ସ ଭିଡିଓ ଭାଇରାଲ, ‘ଖୁସିର ଶେଷ ଦିନ‘ କହି କମେଣ୍ଟ କରୁଛନ୍ତି ଲୋକେ

ଟିକ୍ ଟକ୍ ପୂରା ସୋସିଆଲ ମିଡିଆକୁ ନିଜ କବ୍ଜାକୁ ନେଇଯାଇଛି। ଫେସବୁକ୍, ଟୁଇଟର ହେଉ କି ହ୍ବାଟସଆପ୍ ଯେଉଁଠି ବି ଦେଖ, ଟିକ୍ ଟକର ମଜାଦାର ଭିଡିଓ ଛାଇଯାଇଛି, ଯେପରି ଫନି ଭିଡିଓର ଅର୍ଥ ଏବେ ଟିକ୍ ଟକ ହିଁ ହୋଇଯାଇଛି। ଠିକ୍ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବରକୁ ଦେଖିବାକୁ ମିଳୁଛି, ଯିଏ ଡିଜେ ଧୁନର ତାଳେ ତାଳେ ନିଜ ଡ୍ୟାନ୍ସର କମାଲ ଦେଖାଉଛନ୍ତି।

ଭିଡିଓକୁ ଦେଖି ଲୋକେ ଏଥିରେ ଅନେକ ଫନି ରିଆକ୍ସନ ଦେଇଛନ୍ତି। କେହି କେହି ବରର ଡ୍ୟାନ୍ସ ଦେଖି ଈର୍ଷା କରୁଛି ତ ଆଉ କିଏ ଏହାକୁ ତାଙ୍କର ଲାଷ୍ଟ୍ ଖୁସି କହୁଛନ୍ତି। ତାଙ୍କର ଏହି ବିବାହ ବେଳର ଭିଡିଓ ଏମିତି ଭାଇରାଲ ହୋଇଛି ଯେ ଯେକେହି ଏହାକୁ ଦେଖି ତାଜୁବ୍ ହୋଇଯାଉଛି। କାରଣ, ବର ଜଣକ ପୂରା ଲିମିଟି ବାହାରେ ଯାଇ ବୋବାଲ୍ ଡ୍ୟାନ୍ସ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.