ଜମ୍ମୁ-କାଶ୍ମୀର: ବ୍ୟାଣ୍ଡ୍ ବାଜା ସହିତ କନ୍ୟାକୁ ଧରି ଭୋଟ୍ ଦେବାକୁ ଗଲା ବର, ସେପଟେ ବିବାହ ପରେ ମତ ସାବ୍ୟସ୍ତ କଲେ…
ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ୧୮ତମ ଲୋକସଭା ପାଇଁ ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜମ୍ମୁ-କାଶ୍ମୀରର ଉଧମପୁର-କଠୁଆ ଲୋକସଭା ଆସନ ପାଇଁ ମତଦାନ…