Below header

୬୦ ରହିବ, କମିବ ନାହିଁ ସରକାରୀ କର୍ମଚାରୀଙ୍କ ଅବସର ବୟସ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବିଧିବଦ୍ଧ ଭାବେ ଘୋଷଣା କଲେ ସରକାର । କମିବ ନାହିଁ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା । ବର୍ତ୍ତମାନ ଏହି ସୀମା ୬୦ ବର୍ଷ ଅଛି । ଏହାକୁ ପୁଣି ପୂର୍ବ ପରି ୫୮ ବର୍ଷ କରି ଦିଆଯିବ ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଥିଲା । ତେବେ ଏହାକୁ ଖଣ୍ଡନ କରି ଆଜି ସଂସଦରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.