ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍‌ !

ଶ୍ରୀମନ୍ଦିର ଗୁମୁଟ ଦାନବାକ୍ସରୁ ଚୋରି । ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍‌ ଅଭିଯୋଗ । ଲୁହାରଡରେ ଏହାକୁ ତଡାଯାଇଥିବା ଜଣା ପଡିଛି । ଦାନବାକ୍ସ ଓ ଲୁହାରଡରକୁ ଗାରଦ ନିକଟରୁ ଉଦ୍ଧାର କରାଯାଇଛି ।

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଗୁମୁଟ ଦାନବାକ୍ସରୁ ଚୋରି । ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍‌ ଅଭିଯୋଗ । ଲୁହାରଡରେ ଏହାକୁ ତଡାଯାଇଥିବା ଜଣା ପଡିଛି । ଦାନବାକ୍ସ ଓ ଲୁହାରଡରକୁ ଗାରଦ ନିକଟରୁ ଉଦ୍ଧାର କରାଯାଇଛି ।

ଚୋରି ପରେ ଦୁର୍ବୃତ୍ତ ଦାନବାକ୍ସକୁ ଫିଙ୍ଗି ଦେଇଥିଲେ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଦାନବାକ୍ସକୁ ରଖାଯାଇଥିଲା । ଅଧିକ ଖୋଳତାଡ ଜାରି ରହିଛି ପୋଲିସ ।