ମା ଛେଉଣ୍ଡ ଝିଅକୁ ନିର୍ଯାତନା ଦେଉଛନ୍ତି ସାବତ ମାଆ-ବାପା

ଘଟଗାଁ (କେନ୍ୟୁଜ୍): ମା ଛେଉଣ୍ଡ ୭ ବର୍ଷର ଝିଅକୁ ନିର୍ଯାତନା ଦେଉଛନ୍ତି ସାବତ ମାଆ ଓ ବାପା । ବିଛଣାରେ ପରିସ୍ରା କରିବାକୁ ଝିଅକୁ ଘର ବାହାରେ ମଶାରେ ଶୁଆଇ ଦେଲେ ବାପା ମାଆ । କେନ୍ଦୁଝର ଜିଲ୍ଲା ପଣ୍ଡାପଡାର ଜଂଘିର ଡଅଳାହତା ଗାଁରେ ଏହା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।