ଡିସେମ୍ବର ଅପେକ୍ଷା ଜାନୁଆରୀରେ କମିଛି ଷ୍ଟ୍ରିଟ କ୍ରାଇମ: ଡିସିପି ଉମାଶଙ୍କର ମିଶ୍ର

ଭୁବନେଶ୍ୱର(କେନ୍ଯୁଜ୍): ଡିସେମ୍ବର ଅପେକ୍ଷା ଜାନୁଆରୀରେ କମିଛି ଷ୍ଟ୍ରିଟ କ୍ରାଇମ । ଏହି ଅପରାଧ ପଛରେ ନିଦ୍ଧିଷ୍ଟ ଗ୍ୟାଙ୍ଗ ରହିଛି । ଏ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଏପଟେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଳାରେ ୬୮ଟି ପଞ୍ଚାୟତ ରହିଛି । ଅବାଧ ନିର୍ବାଚନ ପାଇଁ ପାଟ୍ରୋଲିଂ ଓ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.