ବିଳମ୍ବରେ ଆସିବାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା: ଛାତ୍ର ଆକ୍ରମଣରେ ଅଧ୍ୟାପକ ଲହୁଲୁହାଣ

କଟାପାଲି ସ୍ଥିତ ପିକେଏସଏସ୍‌ ସ୍ନାତକ କଲେଜର ଘଟଣା । ବିଳମ୍ବରେ ଆସିବାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା । ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ +୩ ଦ୍ୱିତୀୟ ବର୍ଷ ଛାତ୍ର ।

ଝାରସୁଗୁଡା(କେନ୍ୟୁଜ୍):  ଛାତ୍ର ଆକ୍ରମଣରେ ଅଧ୍ୟାପକ ଲହୁଲୁହାଣ । ଝାରସୁଗୁଡ଼ା କଲେଜ ଛାତ୍ର ଆକ୍ରମଣରେ ଅଧ୍ୟାପକ ଗୁରୁତର । କଟାପାଲି ସ୍ଥିତ ପିକେଏସଏସ୍‌ ସ୍ନାତକ କଲେଜର ଘଟଣା । ବିଳମ୍ବରେ ଆସିବାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା । ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ +୩ ଦ୍ୱିତୀୟ ବର୍ଷ ଛାତ୍ର । ଗୁରୁତର ଅଧ୍ୟାପକଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।