ରାୟଗଡ଼ା ସୀମାନ୍ତ କେରଡ଼ା ଅଞ୍ଚଳରେ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ୫ ମୃତ

ଭୋଜି ଖାଇ ଫେରୁଥିଲାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀ ଆନ୍ଧ୍ରପ୍ରଦେଶ କୋମରଡା ବ୍ଲକ ରଆଣ୍ଟୀବାଳସା ଗାଁର ବୋଲି ସୂଚନା ମିଳିଛି । ୩ ଗୁରୁତରଙ୍କୁ ପାର୍ବତୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ରାୟଗଡ଼ା(କେନ୍ୟୁଜ୍):  ଟ୍ରକ-ଅଟୋ ମୁହାଁମୁହିଁ, ୫ ମୃତ । ରାୟଗଡ଼ା ଜିଲ୍ଲା ସୀମାନ୍ତ କେରଡ଼ା ଅଞ୍ଚଳରେ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ହୋଇଛନ୍ତି ।

ଭୋଜି ଖାଇ ଫେରୁଥିଲାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀ ଆନ୍ଧ୍ରପ୍ରଦେଶ କୋମରଡା ବ୍ଲକ ରଆଣ୍ଟୀବାଳସା ଗାଁର ବୋଲି ସୂଚନା ମିଳିଛି । ୩ ଗୁରୁତରଙ୍କୁ ପାର୍ବତୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.