ଆତ୍ମସମର୍ପଣ କଲେ ମାଓବାଦୀ , ତାଙ୍କ ନାଁରେ ପୁରସ୍କାର ରହିଥିଲା ୮ଲକ୍ଷ ଟଙ୍କା

ମାଲକାନଗିରି (କେନ୍ଯୁଜ୍) :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଡ଼ିଆଇଜି ବିବେକାନନ୍ଦ ସିନହା ନିକଟରେ ହାର୍ଡ଼ କୋର ମାଓବାଦୀ ବେଟି ରାମା ନିଜର ଇନସାସ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଉପରେ ୮ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଚତିଶଗଡ଼ ସରକାର। ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ରେ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ ମାଓବାଦୀ ବେଟି ରାମା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.