Below header

ସେଣ୍ଟ୍ରାଲ ଫରେନସିକ ଲ୍ୟାବକୁ ଯିବ ପାରାଦୀପରୁ ଉଦ୍ଧାର ସନ୍ଦିଗ୍ଧ ପାରା, ମିଳିବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପାରା ସଂପର୍କରେ ରାଜ୍ୟ ଫରେନସିକ କିଛି ନିର୍ଦ୍ଧିଷ୍ଟ ତଥ୍ୟ ଦେଇ ପାରିଲାନି।ପାର ଦେହରେ ଲାଗିଥିବା ଡିଭାଇସକୁ ଚେକ କରିବାକୁ ରାଜ୍ୟ ବାହାରକୁ ପଠାଯିବ।ଅଧିକ ଅନୁସନ୍ଧାନ ପାଇଁ ପାରକୁ ସେଣ୍ଟ୍ରାଲ ଫରେନସିକ ଲ୍ୟାବକୁ ପଠାଯିବ।

ଭୁବନେଶ୍ୱର (କେନ୍ୟୁଜ): ସନ୍ଦିଗ୍ଧ ପାରା ଯିବ CFSL। ପାରା ସଂପର୍କରେ ରାଜ୍ୟ ଫରେନସିକ କିଛି ନିର୍ଦ୍ଧିଷ୍ଟ ତଥ୍ୟ ଦେଇ ପାରିଲାନି ।ପାର ଦେହରେ ଲାଗିଥିବା ଡିଭାଇସକୁ ଚେକ କରିବାକୁ ରାଜ୍ୟ ବାହାରକୁ ପଠାଯିବ । ଅଧିକ ଅନୁସନ୍ଧାନ ପାଇଁ ପାରକୁ ସେଣ୍ଟ୍ରାଲ ଫରେନସିକ ଲ୍ୟାବକୁ ପଠାଯିବ l ହାଇଦ୍ରାବାଦ, କୋଲକତା କିମ୍ବା ଦିଲ୍ଲୀ ସ୍ଥିତ CFSl କୁ ପଠାଯିବ। ଏନେଇ ସୂଚନାଦେଲେ ଜଗତସିଂହ ପୁର ଏସପି ରାହୁଲ PR।

ଖବର ଅନୁଯାୟୀ ଗତକାଲି ଭୁବନେଶ୍ୱର ଫୋରେନସିକ୍‌ ଲ୍ୟାବ୍‌ କୁ ଆସିଥିଲା ସନ୍ଦିଗ୍ଧ ପାରା । ପାରା ଗୋଡ଼ରେ କ୍ୟାମେରା ଓ ଚିପ୍‌ ଲାଗିଥିଲା କିଏ ଏହି କ୍ୟାମେରା ଓ ଚିପ୍‌ ଲଗାଇଥିଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା କିନ୍ତୁ ଏହାର କିଛି ନିର୍ଦ୍ଧିଷ୍ଟ ତଥ୍ୟ ବାହାରି ପାରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.