Below header

ପତକା ବାନ୍ଧି ସାରି ଟଳିପଡିଲେ ପ୍ରଧାନଶିକ୍ଷକ, ବିଦ୍ୟାଳୟରେ ଶୋକର ଛାୟା

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶୋକର ଛାୟା । ସ୍କୁଲର ତ୍ରିରଙ୍ଗା ବାନ୍ଧି ସାରିବା ପରେ ଟଳି ପଡ଼ିଲେ ନିଜେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ।

ବ୍ରହ୍ପଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶୋକର ଛାୟା । ସ୍କୁଲର ତ୍ରିରଙ୍ଗା ବାନ୍ଧି ସାରିବା ପରେ ଟଳି ପଡ଼ିଲେ ନିଜେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ । ମୁଣ୍ଡ ବୁଲେଇବାରୁ ତଳେ ପଡ଼ିଯାଇଥିଲି ।

ଗୁରୁତର ଅବସ୍ଥାରେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହୃଦ ଘାତରେ ପ୍ରାଣ ବାୟୁ ଚାଲିଯାଇ ଥିବା ଜଣାପଡ଼ିଛି । ସ୍ଥାନୀୟ ବିଦ୍ୟାଳୟ ସମତେ ଗାଁରେ ଶୋକର ଛାୟା ଖେଳିଯାଇଛି |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.