ମାଟି ତଳୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ପୋତି ଦେଇଥିବା ସନ୍ଦେହ
ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ନିକଟ ଏକ ଜମିର ମାଟି ତଳୁ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର। ତେବେ ଯୁବତୀଙ୍କୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି।

(କେନ୍ୟୁଜ): ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ନିକଟ ଏକ ଜମିର ମାଟି ତଳୁ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର। ଘଟଣା ସ୍ଥଳରେ ଆସିକା ଏସଡିପିଓ,ହିଞ୍ଜିଳି ଆଇଆଇସିଙ୍କ ସମତେ ପୋଲିସ ବାହିନୀ ପହଞ୍ଚି ଶବକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି। ତେବେ ଯୁବତୀଙ୍କୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି।