Below header

ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗତକାଲି ଘରୁ ଥିଲେ ନିଖୋଜ

ଡମଣା କେଳୁଚରଣ ପାର୍କ ନିକଟରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଭୁବନେଶ୍ୱର (କେନ୍ୟୁଜ): ଡମଣା କେଳୁଚରଣ ପାର୍କ ନିକଟରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ମହିଳାଙ୍କ ନାଁ ଝିଲି ବେହେରା ବୋଲି ଜଣାପଡିଛି । ଘର ଡମଣା ଅଞ୍ଚଳରେ।

ସୂଚନା ଅନୁସାରେ ଗତକାଲି ଘରୁ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ସକାଳୁ କେଳୁ ଚରଣ ପାର୍କ ନିକଟ ନିର୍ମାଣଧୀନ କୋଠା ନିକଟରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.