Below header

ଭୁବନେଶ୍ୱର IIITର ନୂଆ ନିର୍ଦ୍ଦେଶକ ଡ. ଆଶିଷ ଘୋଷ

ଭୁବନେଶ୍ୱର ଟ୍ରିପଲ୍‌ ଆଇଟିର ନୂଆ ନିର୍ଦ୍ଦେଶକ । ଡ. ଆଶିଷ ଘୋଷଙ୍କୁ IIIT ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ମିଳିଛି ।

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ଟ୍ରିପଲ୍‌ ଆଇଟିର ନୂଆ ନିର୍ଦ୍ଦେଶକ । ଡ. ଆଶିଷ ଘୋଷଙ୍କୁ IIIT ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ମିଳିଛି ।

ଡ. ଆଶିଷ ଘୋଷ ଏବେ କୋଲକାତା ସ୍ଥିତ ଇଣ୍ଡିଆନ୍‌ ଷ୍ଟାଟିସକାଲ୍‌ ଇନଷ୍ଟିଚ୍ୟୁଟର ଟେକନୋଲୋଜି ଇନୋଭେସନ୍‌ ହବ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ରଫେସର ଅଛନ୍ତି । ୨୮ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି । ୧୦ଟି ପୁସ୍ତକ ରଚନା କରିବା ସହ ୧୦ ଜଣ ପିଏଚ୍‌ଡି ସ୍କୋଲାରଙ୍କ ଗାଇଡ୍‌ ରହିଛନ୍ତି ଡକ୍ଟର ଆଶିଷ ଘୋଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.