ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସପିଟାଲ, ଗୋଟିଏ ICU ଓ ୨ଟି OT ରହିବ

ବାଲେଶ୍ୱର: ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସପିଟାଲ । ବାଲେଶ୍ୱରରେ ୧୦୦ ବେଡ୍‌ ବିଶିଷ୍ଟ କୋଭିଡ ହସ୍ପିଟାଲ କରାଯିବ। ଗୋଟିଏ ICU ଓ ୨ଟି OT ରହିବ । ୧୦ ନର୍ସଙ୍କୁ ଜ୍ୟୋତି ହସ୍ପିଟାଲରେ ନିୟୋଜିତ କରାଯିବ । ୨୫୦ ପାରା ମେଡିକାଲ ଷ୍ଟାଫକୁ ନେଇ ଜନସମ୍ପର୍କ ଅଭିଯାନ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ବାଲେଶ୍ୱରରେ କୋଭିଡ ସ୍ଥିତି ସମୀକ୍ଷା ବେଳେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଡିଏମଇଟି ସି.ବି.କେ ମହାନ୍ତି ବାଲେଶ୍ୱର ଗସ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.