Below header

ସାରୁଅ ଜମି ବିବାଦ : ୧୫ ଦିନରେ ପହଁଚିଲା ସାରୁଅ ଜମି ବିବାଦ, ICUରେ ଭର୍ତ୍ତି ହେଲେ ୩ ଅସୁସ୍ଥ କର୍ମଚାରୀ

ଖୋର୍ଦ୍ଧା(କେ ନ୍ୟୁଜ); ତୀବ୍ର ହେବାରେ ଲାଗିଛି ଖୋର୍ଦ୍ଧା ସାରୁଅ ଜମି ବିବାଦ । ଓଟିଭି ତରଙ୍ଗ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ୧୫ ଦିନରେ ପହଞ୍ଚିଛି । ଧାରଣାରେ ବସିଥିବା ୩ କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ୩ କର୍ମଚାରୀଙ୍କୁ ICUରେ ଭର୍ତ୍ତି କରାଯାଇଛି ।

ସମସ୍ୟାର ତୁରନ୍ତ ସମାଧାନ ପାଇଁ ଠିକା କର୍ମଚାରୀ କିଛି ଦିନ ତଳେ ରାଜଭବନ ଆଗରେ ଧାରଣା ଦେବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରେ ଆଲୋଚନା କରିବା ପାଇଁ କର୍ମଚାରୀଙ୍କୁ ନୋଟିସ କରିଛନ୍ତି ଶ୍ରମ ଅଧିକାରୀ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.