Below header

ପଟାଙ୍ଗି ସବରେଜିଷ୍ଟାର କାର୍ଯ୍ୟାଳୟରେ ୩ କୋଟି ୭୦ ଲକ୍ଷ ଟଙ୍କା ହଡପ: ନିଲମ୍ବିତ ହେଲେ ୩ ଅଧିକାରୀ ଓ ଜଣେ କିରାଣୀ

କୋରାପୁଟ(କେନ୍ଯୁଜ୍): ୩ ଅଧିକାରୀ ଓ ଜଣେ କିରାଣୀ ନିଲମ୍ବିତ। ପଟାଙ୍ଗି ସବରେଜିଷ୍ଟାର କାର୍ଯ୍ୟାଳୟରେ ୩ କୋଟି ୭୦ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ନିଲମ୍ବିତ ହେଲେ ପଟାଙ୍ଗି ତହସିଲଦାର, ଅତିରିକ୍ତ ତହସିଲଦାର , ପୂର୍ବତନ ତହସିଲଦାର ତଥା ଅଧୁନା ମୟୁରଭଞ୍ଜ ଜିଲ୍ଲାରେ ବିଡିଓ ଦାୟିତ୍ବରେ ଥିବା ଅରୁଣ କୁମାର ଖଣ୍ଡ ଓ କିରାଣୀ ସୁଧିର କୁମାର ସାହୁ । ରାଜସ୍ବ ବିଭାଗ ଦ୍ବାରା ଏମାନଙ୍କୁ ନିଲମ୍ବିତ କରାଯାଇଛି । ୨୦୧୭ ରୁ ୨୦୨୨ ମଧ୍ୟରେ ୩ କୋଟି ୭୦ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଅର୍ଥ ହଡପ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.