ଫେରିବାଲା ହୋଇ ଗଞ୍ଜେଇ ଚୋରାଚାଲାଣ, ୩ ଜଣିଆ ଗ୍ୟାଙ୍ଗ ଗିରଫ

ଫେରିବାଲା ହୋଇ ଚାଲାଣ କରୁଥିଲେ ଗଞ୍ଜେଇ । ଏବେ ଧରାପଡ଼ି ଯାଇଛି ସବୁ କଳାକାରନାମା । କୋରାପୁଟ ଆରପିଏଫ୍ ହାତରେ ଧରାପଡ଼ିଛନ୍ତି ୩ ଜଣିଆ ଗ୍ୟାଙ୍ଗ । ଗିରଫ ତିନି ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ସେମାନଙ୍କଠାରୁ ଜବତ ହୋଇଛି ୩ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ । ପ୍ରାୟ ୪୫ କେଜି ଗଞ୍ଜେଇ ଜବତ ହୋଇଛି । ଆଜି ସକାଳୁ ସମଲେଶ୍ୱରୀ ଟ୍ରେନ୍ ଯୋଗେ ହାୱଡ଼ା ଯିବାକୁ ଅପେକ୍ଷା କରିଥିବା ବେଳେ ଦାମନଯୋଡି ରେଳ ଷ୍ଟେସନରୁ ୩ ଜଣଙ୍କୁ ଗିରଫ କରିଥିଲା ଆରପିଏଫ୍ ।

Leave A Reply

Your email address will not be published.