Below header

ନର୍ସଙ୍କ ଟିକଟକ୍, ମାଲକାନାଗିରି ପରେ ଏବେ କଟକ ଏସସିବିରେ. . .

କଟକ (କେନ୍ୟୁଜ୍) : ମାଲକାନାଗିରି ପରେ ଏବେ ଓଡିଶାର ବଡ ମେଡିକାଲ ଏସସିବି ଟିକଟକ କବଜାରେ। କିଛି ଦିନ ତଳେ ମାଲକାନାଗିରି ସରକାରୀ ଡାକ୍ତରଖାନାରେ ମହିଳା କର୍ମଚାରୀମାନେ ଟିକଟକ୍ ଭିଡିଓ କରି ବିବାଦୀୟ ହୋଇଛନ୍ତି। ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ପୁଣି ଥରେ ଏମିତି ଏକ ଘଟଣା କଟକ ବଡ ଡାକ୍ତରଖାନାରେ ଘଟିବା ପରେ ଏହାକୁ ନେଇ ଚର୍ଚ୍ଚା ସ୍ରୁଷ୍ଟି ହୋଇଛି। ରୋଗୀ ସେବା ପାଇଁ ଦାୟିତ୍ବ ନେଇଥିବା ସଂସ୍ଥାର କର୍ମଚାରୀ ରୋଗୀ ସେବା ଛାଡି ଟିକଟକ ଭିଡିଓ କରିବାରେ ବ୍ୟସ୍ତ ଥିବାର ଭିଡିଓ ଭାଇରାଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.