ଆଜି ଶ୍ରାବଣ ପୂର୍ଣ୍ଣିମା: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜନ୍ମ ଜୟନ୍ତୀ

ବରଗଡ(କେନ୍ୟୁଜ୍): ଆଜି ଶ୍ରାବଣ ପୂର୍ଣ୍ଣିମା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜନ୍ମ ଜୟନ୍ତୀ । ସ୍ୱଭାବ କବିଙ୍କ ଜନ୍ମମାଟି ବରଗଡ ଜିଲ୍ଲା ବରପାଲି ଠାରୁ ଆରମ୍ଭ କରି ସାରା ରାଜ୍ୟ ପାଳନ କରୁଛି ଗଙ୍ଗାଧର ଜୟନ୍ତୀ । ଜନ୍ମମାଟି ବରପାଲି ଠାରୁ ସକାଳ ୭.୩୦ ମି ରୁ ଗଙ୍ଗାଧର ଜ୍ଯୋତି ବାହାରି ବରଗଡକୁ ଆଣିଛନ୍ତି ଗଙ୍ଗାଧର ପ୍ରେମୀ । ଗଙ୍ଗାଧର ମୟ ହୋଇଛି ବରଗଡ ଜିଲ୍ଲାର କୋଣ ଅନୁକୋଣ । ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନଙ୍କୁ ମଧ୍ୟ ଗଙ୍ଗାଧର ଜୟନ୍ତୀ ପାଇଁ ବିଜ୍ଞପ୍ତି ଜାରି କରିଛି ଜିଲ୍ଲା ଶିକ୍ଷା ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.