OJEE ପରୀକ୍ଷା ପାଇଁ ଆଜି ଅନଲାଇନ୍‌ ଆବେଦନର ଶେଷ ତାରିଖ

ଚଳିତ ବର୍ଷ OJEE ପାଇଁ ଅନଲାଇନ୍‌ ଆବେଦନର ଆଜି ଶେଷ ତାରିଖ। ଏନେଇ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡଲାଇନ୍‌ ରଖାଯାଇଛି। ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନଲାଇନ୍‌ ଫି ଜମା ପାଇଁ ଡେଡଲାଇନ୍‌ ରଖାଯାଇଛି। ସୂଚନା ମୁତାବିକ www.ojee.nic.in ଏବଂ www.odishajee.com ରେ ଇଛୁକ ଆବେଦନକାରୀ ଆବେଦନ କରିପାରିବେ।

ରିପୋର୍ଟ ଅନୁଯାୟୀ ଆସନ୍ତା ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା। ଏନେଇ ରାଜ୍ୟରେ ୨୧ଟି ସହରରେ ୫୦ଟି କେନ୍ଦ୍ର କରାଯାଇଥିବା ବେଳେ ରାଜ୍ୟ ବାହାରେ ୩ଟି ସେଣ୍ଟର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.