ଆଜି ମଦର୍ସ ଡେ’: ସୁନ୍ଦର ହୃଦୟର ବାଲୁକା କଳା ତିଆରି କରି ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ମାନସ କୁମାର ସାହୁ

ପୁରୀ(କେନ୍ୟୁଜ୍): ମଦର୍ସ ଡେ’ ଅବସରରେ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପ୍ରାୟ ୧୨ ଟନ୍‌ ବାଲି ବ୍ୟବହାର କରି ଏକ ସୁନ୍ଦର ହୃଦୟର ବାଲୁକା କଳା ତିଆରି କରଛନ୍ତି ।

ମାଆ ଏବଂ ସନ୍ତାନର ସମ୍ପର୍କକୁ ନେଇ ମଦର୍ସ ଡେ’ର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା କଳାଟି ୧୨ ଫୁଟର ହୋଇଥିବା ବେଳେ ଏହାକୁ ତିଆରି କରିବାକୁ ଏଥିପାଇଁ ତାଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.