କିମ୍ସରେ ମାତୃ ଦିବସ ପାଳନ କଲେ କର୍ମଚାରୀ ଓ ନର୍ସ
ଭୁବନେଶ୍ୱର(କେନ୍ୟୁଜ୍): ଆଜି ମାତୃ ଦିବସ । ମାଆଙ୍କ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେଟି ମଣିଷ ଏହି ଦିବସକୁ ବେଶ ସହକାର ସହ ପାଳନ କରୁଛନ୍ତି । କିଏ କେକ୍ କାଟି ମାତୃ ଦିବସ ପାଳୁଛନ୍ତି ତ ଆଉ କିଏ ସୋସିଆଲ ମିଡିଆରେ ନିଜ ମାଆଙ୍କ ଫଟୋକୁ ସ୍ଥାନ ଦେଇ ମାତୃ ଦିବସ ପାଳନ କରୁଛନ୍ତି । ଏହି…