କର୍ତ୍ତବ୍ୟ ସହ ମା’ର ଦାୟିତ୍ୱ, ମାତୃ ଦିବସରେ ମହିଳା କନେଷ୍ଟବଳଙ୍କ ଫଟୋ ଭାଇରାଲ

ଗତକାଲି ସାରା ବିଶ୍ବ ପାଳନ କରିଥିଲା ମାତୃ ଦିବସ । ଲୋକମାନେ ନିଜ ନିଜ ମା’ଙ୍କ ସହ ଫଟୋ ଉଠାଇ ସୋସିଆଲ୍ ମିଡିଆରେ କରୁଥିଲେ ସେୟାର୍ । ଏହା ମଧ୍ୟରେ ଗୋଟିଏ ଟୁଇଟ୍ କରିଥିଲା ଉତ୍ତରପ୍ରଦେଶ ପୋଲିସ୍ । ଯାହା ଖୁବ୍ ପ୍ରଶଂସନୀୟ ହେବାରେ ଲାଗିଛି । ଏହି ଟୁଇଟରେ କିଛି ମହିଳା କନେଷ୍ଟବଳ ଡ୍ୟୁଟି କରିବା ସହ ନିଜ ସନ୍ତାନର ଦାୟିତ୍ୱ ନେଉଥବାର ଫଟୋ ପୋଷ୍ଟ କରାଯାଇଛି ।

moradabad police tweeter ମହିଳା କର୍ମଚାରୀଙ୍କ ଫଟୋକୁ ଟୁଇଟ କରି ଖାକିର ଦାୟିତ୍ୱ ସହିତ ମା’ର କର୍ତ୍ତବ୍ଯ କରୁଥିବା ଏହି ମା ମାନଙ୍କୁ ଶୁଭେଚ୍ଛା ଜଣାଇଛି ଉତ୍ତର ପ୍ରଦେଶ ପୋଲିସ୍ । ମୋରଦାବାଦ,ଶ୍ରବସ୍ତି ଓ ନୋଏଡା ପୋଲିସରର ଟୁଇଟ ରେ ଆକାଉଣ୍ଟ ପୋଷ୍ଟରେ ମହିଳା କନେଷ୍ଟବଳଙ୍କୁ ବହୁ ପ୍ରଶଂସା ମଧ୍ୟ ମଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.