Below header

ଆଜିଠୁ ଖୋଲିଲା ଭିମ୍‌ସାର ଓପିଡି, ସୀମିତ କର୍ମଚାରୀରେ ଚାଲିବ ICU ଓ ଡାଇଲିସିସ୍‌ କେନ୍ଦ୍ର

ସମ୍ବଲପୁର: ଆଜିଠୁ ଖୋଲିଲା ଭିମ୍‌ସାର ଓପିଡି । ସୀମିତ କର୍ମଚାରୀରେ ଚାଲିବ ICU ଓ ଡାଇଲିସିସ୍‌ କେନ୍ଦ୍ର । ସେପଟେ ଆଉ ୩ଦିନ ବନ୍ଦ ରହିବ କ୍ୟାନସର ବିଭାଗ । ଗତ ୧୨ ତାରିଖରୁ ଓପିଡି ବନ୍ଦ ରଖାଯାଇଥିଲା । ହସ୍ପିଟାଲର ଡାକ୍ତର ଓ ନର୍ସ ପଜିଟିଭ୍‌ ଚିହ୍ନଟ ପରେ ବନ୍ଦ ରଖାଯାଇଥିଲା । ଶହେରୁ ଅଧିକ ଡାକ୍ତର କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ବୁର୍ଲା ମେଡିକାଲକୁ ସଂପୂର୍ଣ୍ଣ ସାନିଟାଇଜ୍‌ କରିବା ପରେ ଆଜିଠୁ ଓପିଡି ଖୋଲାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.