ଆଜି ସାବିତ୍ରୀ, ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ରଖିଛନ୍ତି ସ୍ତ୍ରୀ 

କେନ୍ୟୁଜ୍ : ଆଜି ଜ୍ୟେଷ୍ଠ ଅମାବାସ୍ୟା। ଓଡ଼ିଆ ସଧବା ନାରୀମାନେ ଆଜିର ଦିନକୁ ସାବିତ୍ରୀ ବ୍ରତ ଭାବେ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଦୀର୍ଘ ଜୀବନ ପାଇଁ ବ୍ରତ ରଖିଥାନ୍ତି। ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ନାରୀମାନେ ନିଷ୍ଠାର ସହ ସ୍ୱାମୀଙ୍କ ମଙ୍ଗଳ ମନାସି ପୂଜାର୍ଚ୍ଚନା କରୁଛନ୍ତି। ଚୁଡ଼ି, ଶାଢୀ ଓ ବିଭିନ୍ନ ପ୍ରକାରର ଫଳମୂଳ ସହ ଧର୍ମ ଦେବତା ଯମରାଜ, ସାବିତ୍ରୀ ଓ ସତ୍ୟବାନଙ୍କୁ ପୂଜା କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.