ଆଜି ଅପରାହ୍ନ ୫ଟା ୩୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆଜି ରାଜ୍ୟ କ୍ୟାବିନେଟ୍‌ । ଅପରାହ୍ନ ୫ଟା ୩୦ରେ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ। ୧୦ରୁ ଅଧିକ ପ୍ରସ୍ତାବରେ ବାଜିପାରେ ମୋହର।

ଭୁବନେଶ୍ୱର(କେନ୍ୟୁଜ୍): ଆଜି ରାଜ୍ୟ କ୍ୟାବିନେଟ୍‌ । ଅପରାହ୍ନ ୫ଟା ୩୦ରେ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ। ୧୦ରୁ ଅଧିକ ପ୍ରସ୍ତାବରେ ବାଜିପାରେ ମୋହର। ଜାପାନରେ ଥାଇ ପୂର୍ବ କ୍ୟାବିନେଟ୍‌ ବୈଠକ ଡକାଇଥିଲେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.