Below header

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ଏବର୍ଷର ଥିମ ରହିଛି ଟୁରିଜିମ ଆଣ୍ଡ ଜବସ୍, ଏ ବେଟର ଫ୍ୟୁଚର ଫର ଅଲ

କେନ୍ୟୁଜ୍: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର ପାଇଁ ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ୧୯୮୦ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭କୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଇଆସୁଛି । ଏବର୍ଷର ଥିମ ରହିଛି ଟୁରିଜିମ ଆଣ୍ଡ ଜବସ୍, ଏ ବେଟର ଫ୍ୟୁଚର ଫର ଅଲ । ଆଉ ପ୍ରଥମ ଥର ପାଇଁ ଆୟୋଜକ ଦେଶ ଏହାର ଆୟୋଜକ ଦେଶ ।

water fallହେଲେ ଏଭଳି କିଛି ପର୍ଯ୍ୟଟନ ସ୍ଥଳୀ ରହିଛି ଯାହା ସରକାରଙ୍କ ଦୃଷ୍ଟି ଆଢୁଆଳରେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ୩୦ କିଲୋମିଟର ଦୂର ରାୟଗଡ଼ ସାନସଡ଼ାରେ ରହିଛି ଭୀମ ଜଳ ପ୍ରପାତ । ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ହେଲେ ପ୍ରାୟ ଏକ କିଲୋମିଟର ପାହାଡିଆ ରାସ୍ତାରେ ଚାଲିବାକୁ ପଡେ । ଏହି ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ବିକାଶ ହୋଇନଥିବାରୁ ବାହାର ପର୍ଯ୍ୟଟକ ଏସମ୍ପର୍କରେ ଜାଣି ପାରୁନାହାଁନ୍ତି । ସେପଟେ ଜଳପ୍ରପାତର ଉନ୍ନତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ପିଡି ଡିଆରଡିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.