ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ପୁରୀ ବେଳାଭୂମି ସହ ଗୋଲଡେନ ବିଚ୍ରେ ସୁନ୍ଦର ବାଲୁକା କଳା ପ୍ରଦର୍ଶିତ
ପୁରୀ(କେନ୍ୟୁଜ୍): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ପୁନର୍ବାର ପର୍ଯ୍ୟଟନ । ଏହି ଅବସରରେ ପୁରୀର ଗୋଲଡେନ ବିଚ୍ରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ପ୍ରଦର୍ଶିତ ହୋଇଛି । ୨୦ ଟନ୍ ବାଲିରେ ତିଆରି ହୋଇଥିବ ଏହି କଳାକୃତି ପାଇଁ ୧୨…