ଲେମ୍ବୁ ପରେ ଆକାଶ ଛୁଆଁ ହେଲା ଟମାଟୋ ଦର, କିଲୋ ପିଛା ୬୦ରୁ ୭୦ ଟଙ୍କା

ଭୁବନେଶ୍ବର(କେନ୍ୟୁଜ): ଲେମ୍ବୁ ପରେ ଟମାଟୋ ଚଡ଼କ। ହତାଠ୍‌ ଆକାଶ ଛୁଆଁ ହେଲା ଦର। ଗତ ତିନି ଚାରି ଦିନ ତଳେ ଟମାଟୋ କିଲୋ ପିଛା ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବ ଦର ୬୦ରୁ ୭୦ ଟଙ୍କାରେ ପହଞ୍ଚିଛି।

ସପ୍ତାହକ ମଧ୍ୟରେ ରେଟ୍‌ ପ୍ରାୟ ୩ଗୁଣ ବଢିଛି । ଫଳରେ ଗ୍ରାହକ ଯେଉଁଠି କିଲେ କି ଦୁଇ କିଲୋ ନେଉଥିଲେ ଏବେ ଅଢେଇ ଶହ କି ଅଧକିଲୋ ନେଉଛନ୍ତି। ସେପଟେ ବ୍ୟବସାୟୀ କହିଛନ୍ତି ଟମାଟୋ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ। କିନ୍ତୁ ବାହାରୁ ଆବଶ୍ୟକ ପରିିମାଣରେ ଟମାଟୋ ବଜାରକୁ ଆସୁନାହିଁ । ଫଳରେ ରେଟ୍‌ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.