Below header

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୩୫ ଆହତ

ପୁଣି ଘାଟିରେ ଦୁର୍ଘଟଣା। କନ୍ଧମାଳ ବେଲଘର ଥାନା କୁସୁମୁଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଦୁର୍ଘଟଣାରେ ୨୦ ଆହତ, ୧୫ ଗୁରୁତର। ସମସ୍ତଙ୍କୁ ତୁମୁଡ଼ବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜାଗର ପାଳି ବେଲଘରରୁ ଶିକକୀ ଯାଉଥିବାବେଳେ ଟ୍ରାକ୍ଟରଟି ଘାଟିରୁ ଓଲଟି ପଡ଼ିଥିଲା ।

କନ୍ଧମାଳ (କେନ୍ୟୁଜ): ପୁଣି ଘାଟିରେ ଦୁର୍ଘଟଣା । କନ୍ଧମାଳ ବେଲଘର ଥାନା କୁସୁମୁଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ୨୦ ଆହତ, ୧୫ ଗୁରୁତର । ସମସ୍ତଙ୍କୁ ତୁମୁଡ଼ବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜାଗର ପାଳି ବେଲଘରରୁ ଶିକକୀ ଯାଉଥିବାବେଳେ ଟ୍ରାକ୍ଟରଟି ଘାଟିରୁ ଓଲଟି ପଡ଼ିଥିଲା ।

ଟ୍ରାକଟର ଓଲଟିବା ପରେ ଟ୍ରାକ୍ଟର ଡ଼ାଲାରେ କିଛି ମହିଳା ଚାପି ହୋଇ ରହିଥିଲେ l crpf ଓ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ମେଡିକାଲକୁ ପଠାଯାଇଥିଲା । ତେବେ ସମସ୍ତ ଗୁରୁତର ଓ ଆହତ ତୁମୁଡିବନ୍ଧ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।  ତେବେ ଟ୍ରାକ୍ଟରରେ ୩୫ରୁ ଅଧିକ ଜଣ ଲୋକ ଯାଉଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.