Browsing Tag

Tractor overturned

ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର, ୧୫ ଜଣ ଆହତ

ମୋହନ : ସୋମବାର ଦିନ ଗଜପତି ଜିଲ୍ଲାରେ ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ଜିଲ୍ଲାର ଆଡାବା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଢେପାଗୁଡ଼ା ଘାଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଟ୍ରାକ୍ଟରଟି ଗରାଡାମା ପଞ୍ଚାୟତରୁ ରାସନ ଲୋଡ୍ କରି…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୩ ମୃତ

ଯାଜପୁର: ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୩ ମୃତ ।  ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ନିକଟରେ ଘଟିଛି ଅଘଟଣ । ଗୋଟିଏ ପରିବାରର ୩ଜଣ ଟ୍ରାକ୍ଟରରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ବନ୍ଧ ତଳକୁ ଓଲଟି ପଡ଼ିଥିଲା । ଫଳରେ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ…

ଟ୍ରାକ୍ଟର ଓଲଟି ଦୁଇ ଭଉଣୀଙ୍କ ମୃତ୍ୟୁ, ବାପାଙ୍କ ପାଖକୁ ଭାତ ନେଇ ବିଲକୁ ଯାଉଥିଲେ

ଯାଜପୁର ରୋଡ଼ : ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଯୋଡାବର ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା  । ସୂଚନା ଅନୁଯାୟୀ, ସ୍ଥାନୀୟ ଲୁଣତରା ନାଳ ନିକଟରେ ଟ୍ରାକ୍ଟର ଓଲଟି ଏକ  ପରିବାରର ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଛି । ଧାନ ଆଣିବାକୁ ବିଲକୁ ଯାଉଥିବା ବେଳେ ନାଳ କଡରେ ଭାରସାମ୍ୟ…

ଓଲଟିଲା ଧାନ ନେଇ ଯାଉଥିବା ଟ୍ରାକ୍ଟର, ୨ ଭଉଣୀ ମୃତ

ଯାଜପୁର: ଯାଜପୁର ରୋଡ୍ ଯୋଡ଼ାବର ନିକଟରେ ଅଘଟଣ ।  ନାଳରେ ଓଲଟିଲା ଟ୍ରାକ୍ଟର ଫଳରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଯାଜପୁର ରୋଡ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୨ ଭଉଣୀଙ୍କ ବୟସ ୧୪ ଓ ୧୧ ବର୍ଷ ହେବ । ସୂଚନାଯୋଗ୍ୟ ଯେ, ଯୋଜପୁର ରୋଡ୍ ଯୋଡ଼ାବର ନିକଟ ଗଣ୍ଡା ନାଳରେ…

ଗୁଜରାଟ : ଟ୍ରାକ୍ଟର ଓଲଟି ପାଣିରେ ଭାସିଗଲେ ୧୭ ଜଣ, ୯ ଉଦ୍ଧାର, ସନ୍ଧାନ ଜାରି

ଗୁଜରାଟ ମୋରବୀ ପୁଣି ଅଘଟଣ । ହଲବଦରେ ଢଓ୍ଵାନା ଗାଁ ନିକଟରେ ମୋରବୀ ନଦୀରେ ଏକ ଟ୍ରାକ୍ଟର ଓଲଟିବା ଯୋଗୁଁ ୧୭ ଜଣ ପାଣିରେ ଭାସିଯାଇଛନ୍ତି । ଘଟଣା ସ୍ଥଳରେ ଏସଡିଆରଏଫ, ଏନଡିଆରଏଫ, ଦମକଳ ଟିମ୍‌ ରେସକ୍ୟୁ ଅଭିଯାନ ଚଲାଇଛି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ଅନ୍ୟ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୩୫ ଆହତ

କନ୍ଧମାଳ (କେନ୍ୟୁଜ): ପୁଣି ଘାଟିରେ ଦୁର୍ଘଟଣା । କନ୍ଧମାଳ ବେଲଘର ଥାନା କୁସୁମୁଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ୨୦ ଆହତ, ୧୫ ଗୁରୁତର । ସମସ୍ତଙ୍କୁ ତୁମୁଡ଼ବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜାଗର ପାଳି ବେଲଘରରୁ ଶିକକୀ…

ଫତେଗଡ ରାମ ମନ୍ଦିର ପାହାଡ ଉପରୁ ଓଲାଟିଲା ଟ୍ରାକ୍ଟର, ୧୫ ଗୁରୁତର

ନୟାଗଡ : ଟ୍ରାକ୍ଟର ଓଲଟି ୧୫ ରୁ ଉର୍ଦ୍ଧ ଯାତ୍ରୀ ଆହତ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଫତେଗଡ଼ ଥାନା ଅଂଚଳରେ l ୩ ଦିନ ବ୍ୟାପି ଫତେଗଡ଼ ଶ୍ରୀରାମ ପାହାଡ଼ ଶିଖରରେ ରାମ ଲାଲଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି l ବହୁ ସାଧୁସନ୍ଥଙ୍କ ସମାଗମ ଲାଗି…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର: ୨ ମୃତ, ୧୨ରୁ ଅଧିକ ଆହତ

ବ୍ରହ୍ମପୁର (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଆନ୍ଧ୍ରପ୍ରଦେଶର ପଲାସା ଓ ମଞ୍ଜୁଷା ମେଡିକାଲରେ ଚିକିତ୍ସା ପାଇଁ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୧୦ଜଣରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର

ଯାଜପୁର (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ୧୦ଜଣରୁ ଉର୍ଦ୍ଧ ଶ୍ରମିକ ଗୁରୁତର ଆହତ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବନ୍ଦାଳ ଛକ ବାଇପାସ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲାର ୩୦ରୁ ଉର୍ଦ୍ଧ ଶ୍ରମିକ ବନ୍ଦାଳ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୨ମୃତ, ୪ ଗୁରୁତର

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁ ଅଘଟଣ । ଟ୍ରାକ୍ଟର ଓଲଟି ୨ମୃତ ୪ଗୁରୁତର। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ ଅଷ୍ଟପ୍ରହରି ନାମଯଜ୍ଞ ପାଇିଁ ଝାଟି ସଂଗ୍ରହ କରି ଫେରୁଥିବା ବେଳେ…