ନିଆଳିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି

କଟକ : ନିଆଳିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି । ନିଆଳି ବିଦ୍ୟୁତ ବିଭାଗ ଅଧିନ କୃଷ୍ଣପ୍ରସାଦ ପଞ୍ଚାୟତର ନୂଆବେତଣ୍ଡାରୁ ଗତକାଲି ବିଳମ୍ବିତ ରାତିରେ ପୁଣିଏକ ଟ୍ରାନ୍ସଫର୍ମର ଚୋରି ହୋଇଛି । ଫଳରେ ୧୦୦ରୁ ଅଧିକ ପରିବାର ଏବେ ଅନ୍ଧାରରେ ଅଛନ୍ତି । ଗତ ବର୍ଷେ ଭିତରେ ୫ରୁ ଅଧିକ ଟ୍ରାନ୍ସଫର୍ମର ଚୋରି ହୋଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.