Below header

ଲିଙ୍ଗରାଜ ମନ୍ଦିର ନିକଟରେ ବିଦେଶିନୀଙ୍କୁ ଅସଦାଚରଣ ଘଟଣାର ଟ୍ରାଏଲ ଆରମ୍ଭ

ଲିଙ୍ଗରାଜ ମନ୍ଦିର ନିକଟରେ ବିଦେଶିନୀଙ୍କୁ ଅସଦାଚରଣ ଘଟଣାର ଟ୍ରାଏଲ ଆରମ୍ଭ ।  ମାମଲାର ୪ ଦିନରେ ଚାର୍ଜସିଟ ଦାଖଲ ପରେ ଆରମ୍ଭ ହୋଇଛି ବିଚାର ପ୍ରକ୍ରିୟା ।

ଲିଙ୍ଗରାଜ ମନ୍ଦିର ନିକଟରେ ବିଦେଶିନୀଙ୍କୁ ଅସଦାଚରଣ ଘଟଣାର ଟ୍ରାଏଲ ଆରମ୍ଭ ।  ମାମଲାର ୪ ଦିନରେ ଚାର୍ଜସିଟ ଦାଖଲ ପରେ ଆରମ୍ଭ ହୋଇଛି ବିଚାର ପ୍ରକ୍ରିୟା ।  ଏଭଳି ତ୍ବରିତ ବିଚାର ପ୍ରକ୍ରିୟା ବିରଳ ଉଦାହରଣ ପାଲଟିଛି ।  ଏହି ମାମଲାର ପ୍ରଥମ ଦିନରେ ଶୁଣାଣି ବେଳେ କୋର୍ଟରେ ହାଜର ହୋଇଥିଲେ ପୀଡିତା ଓ ଅଭିଯୁକ୍ତ ।  ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଅସଦାଚରଣ ଘଟଣାରେ ଗତ ୧୯ ତାରିଖରେ ଗିରଫ ହୋଇଥିଲା ଅଭିଯୁକ୍ତ କୁନ୍ଦନ ମହାପାତ୍ର।  ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ମାମଲାର ଶୁଣାଣି ହେଉଛି।  ପୀଡ଼ିତା କୋର୍ଟରେ ହାଜର ହେବା ପରେ ଅଭିଯୁକ୍ତ ଉପସ୍ଥିତିରେ ମାମଲାର ବିଚାର ଆରମ୍ଭ ହୋଇଥିଲା ।  ତେବେ ଅନ୍ୟ ସାକ୍ଷୀମାନଙ୍କର ସାକ୍ଷ୍ୟ ଗ୍ରହଣ ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.