Below header

ଥମୁନି ଗଜରାଜଙ୍କ ସଙ୍କଟ , ନୀଳଗିରି କୁଳଡିହା ଅଭୟାରଣ୍ୟ ବାଲିଚୁଆ ନିକଟ ପାହାଡ ଉପରେ ୨ଟିି ମାଇ ହାତୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର(କେନ୍ୟୁଜ୍) : ଥମୁନି ଗଜରାଜଙ୍କ ସଙ୍କଟ। ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟ ବାଲିଚୁଆ ନିକଟ ପାହାଡ ଉପରେ ୨ଟିି ମାଇ ହାତୀଙ୍କ ମୃତଦେହ ଉଦ୍ଧାର। ଅନ୍ଥାର୍କ୍ସ ରୋଗରେ ଆକ୍ରାନ୍ତ ହୋଇ ହାତୀ ଦୁଇଟିଙ୍କର ମୃତ୍ୟୁ ହୋଇଥିବା ACF ପକ୍ଷରୁ ସୂଚନା ଦିଆଯାଇଛି। ମୃତ ହାତୀଙ୍କ ବୟସ ୪୦ରୁ ଅଧିକ ହେବ। ଖବର ପାଇ ବନବିଭାଗ କର୍ମଚାରୀମାନେ ହାତୀର ମୃତଦେହ ଉଦ୍ଧାର କରି ପୋଡି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.