ପର୍ଯ୍ୟଟନସ୍ଥଳୀ ତାଳସାରିରେ ଅସଦାଚରଣର ଶିକାର ହେଲେ ଦୁଇ କଲେଜ ଛାତ୍ରୀ, ଦୁର୍ବ୍ୟବହାରର ଭିଡିଓ ଭାଇରାଲ

ବାଲେଶ୍ୱର (କେନ୍ୟୁଜ୍) : ଥମୁନି କଳଙ୍କର ଛିଟା। ପର୍ଯ୍ୟଟନସ୍ଥଳୀରେ ବି ଅସଦାଚରଣରୁ ବାଦ୍ ପଡୁନାହାନ୍ତି ପର୍ଯ୍ୟଟକ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରିରେ। ଭୋଗରାଇର ବ୍ଲକର ଏକ କଲେଜର ଦୁଇଜଣ ଛାତ୍ରଛାତ୍ରୀ ତାଳସାରି ବୁଲିବାକୁ ଯାଇଥିବା ବେଳେ ସେମାନଙ୍କୁ କିଛି ଲୋକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅସାଜିକମାନେ ସେମାନଙ୍କୁ ଉଲଗ୍ନ କରିବା ସହ ଏହାର ଭିଡିଓ ଉତ୍ତୋଳନ କରି ଏହାକୁ ଭାଇରାଲ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.