Below header

ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ଭାସିଗଲେ ଦୁଇ କାଉଡ଼ିଆ

ଭାସିଗଲେ ଦୁଇ କାଉଡ଼ିଆ | ଖଇରା ବ୍ଲକ ବରଦା ନିକଟସ୍ଥ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ଉପରେ ଘଟିଲା ଅଘଟଣ ା

ସୋରୋ : ଭାସିଗଲେ ଦୁଇ କାଉଡ଼ିଆ | ଖଇରା ବ୍ଲକ ବରଦା ନିକଟସ୍ଥ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ଉପରେ ଘଟିଲା ଅଘଟଣ ା ସାଳିନ୍ଦୀ ନଦୀରେ ଭାସିଗଲେ ୨ ଜଣ l ନିଖୋଜ ଥିବା ଦୁଇ ଜଣ ସାନ ଜୟୀପୁର ଗ୍ରାମର ବୋଲି ସୂଚନା ମିଳିଛି l ଖବର ପାଇ ଆଗରପଡା ଓ ଅଡାଦମକଳଵାହିନି ଖୋଜିଖୋଜି ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.