Browsing Tag

kaudia

କାଉଡ଼ିଆଙ୍କୁ ଧକ୍କା ଦେଲା ବାଇକ, ୭ ବୋଲବୋମ ଭକ୍ତ ଆହତ

ବ୍ରହ୍ମପୁର (କେନ୍ୟୁଜ): ବାଇକ ଧକ୍କାରେ ୭ ଜଣ ବୋଲ ବୋମ ଭକ୍ତ ଆହତ । ଗଞ୍ଜାମ ଜିଲ୍ଲା ନୂଆପଡା ପୋଲିସ ଫାଣ୍ଡି ପାଖ ଚାନ୍ଦପୁର ନିକଟରେ ବାଇକ ଧକ୍କାରେ ୭ ଜଣ ବୋଲବୋମ ଭକ୍ତ ଆହତ ହୋଇଛନ୍ତି । କାଉଡ଼ିଆମାନେ ମୌଳାଭଞ୍ଜଣା ନଦୀରୁ ପାଣି ଉଠାଇ ଚୌଧୁରୀ ଟିକରପଡା ଶିବ ମନ୍ଦିରକୁ ଯାଉଥିବା ବେଳେ…

ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ଭାସିଗଲେ ଦୁଇ କାଉଡ଼ିଆ

ସୋରୋ : ଭାସିଗଲେ ଦୁଇ କାଉଡ଼ିଆ | ଖଇରା ବ୍ଲକ ବରଦା ନିକଟସ୍ଥ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ଉପରେ ଘଟିଲା ଅଘଟଣ ା ସାଳିନ୍ଦୀ ନଦୀରେ ଭାସିଗଲେ ୨ ଜଣ l ନିଖୋଜ ଥିବା ଦୁଇ ଜଣ ସାନ ଜୟୀପୁର ଗ୍ରାମର ବୋଲି ସୂଚନା ମିଳିଛି l ଖବର ପାଇ ଆଗରପଡା…

ଉଦ୍ଧାର ହେଲା ନିଖୋଜ କାଉଡିଆଙ୍କ ମୃତଦେହ

ଜଗତସିଂହପୁର : ଉଦ୍ଧାର ହେଲା ନିଖୋଜ କାଉଡିଆଙ୍କ ମୃତଦେହ। ମୃତକ ତିର୍ତ୍ତୋଲ ବିଦ୍ୟାଧରପୁରର ରମେଶ ପ୍ରଧାନଙ୍କ ପୁଅ ଭୋଳା ପ୍ରଧାନ । ମହାଦେବଙ୍କୁ ଜଳଲାଗି କରିବାକୁ ନଦୀରୁ ପାଣି ଉଠାଉଥିବା ବେଳେ ବୁଡି ଯାଇଥିଲେ । ଗତକାଲି ଦେବୀ ନଦୀ କେତକେଶ୍ୱର ଘାଟରୁ ପାଣି ଉଠାଉଥିବା ବେଳେ ୫ଜଣ…

କେତେକସ୍ୱର ଘାଟରେ ଅଘଟଣ, ପାଣି ଉଠାଉଥିବା ବେଳେ କାଉଡ଼ିଆ ନିଖୋଜ

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସ୍ଥିତ ଦେବୀ ନଦୀର କେତେକସ୍ୱର ଘାଟରେ ଘଟିଛି ଅଘଟଣ । କାଉଡ଼ିଆ ପାଣି ଉଠାଉଥିବା ବେଳେ ଘଟିଛି ଅଘଟଣ । ପାଞ୍ଚଜଣ ପାଣି ଉଠାଇବା ପାଇଁ ବୁଡ଼ ମାରିଲା ବେଳେ ବୁଡି ଯାଇଥିଲେ । ସ୍ଥାନୀୟ ଯୁବକମାନଙ୍କ ଦ୍ଵାରା ୪ ଜଣ ଉଦ୍ଧାର ହୋଇ ଥିବା ବେଳେ ଜଣେ ନିଖୋଜ ହୋଇ…

ଶ୍ରାବଣ ଦ୍ୱିତୀୟ ସୋମବାରରେ ଶୈବପୀଠରେ ଜଳାଭିଷେକ ପାଇଁ ବାହାରିଛନ୍ତି କାଉଡ଼ିଆ

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ। ପବିତ୍ର ଶ୍ରାବଣ ମାସ ଭଗବାନ ଭୋଳାନାଥଙ୍କୁ ବିଶେଷ ଭାବେ ସମର୍ପିତ କରାଯାଇଥାଏ। ଏହି ମାସରେ ପ୍ରତ୍ୟେକ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ମାଇଲ ମାଇଲ ବାଟ ଖାଲି ପାଦରେ ଚାଲି କାନ୍ଧରେ କାଉଡି ଭାର ଧରି ଭଗବାନଙ୍କ ନିକଟକୁ ଯାଇଥାନ୍ତି। ଆଖପାଖରେ ଥିବା ମନ୍ଦିର ସହ…

ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣଗ୍ରସ୍ତ : ୧୧ ଜଣ କାଉଡିଆ ଆହତ

ଗଂଜାମ : ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣଗ୍ରସ୍ତ । ଗଂଜାମ ଜିଲ୍ଲା ଆସିକା ନିକଟସ୍ଥ ଢଉଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୧ ଜଣ କାଉଡିଆ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା କାଉଡିଆ ଭକ୍ତ…

ଆରମ୍ଭ ହେଲା ଆରଡି ଆଖଣ୍ଡଳମଣି ପୀଠରେ ଶ୍ରାବଣୀ ବ୍ରତ : ହଜାର ହଜାର କାଉଡିଆ ଭକ୍ତ କଲେ ଜଳଲାଗି

ଭଦ୍ରକ: ବିରଜା ପଞ୍ଜିକା ଅନୁଯାୟୀ ଭଦ୍ରକ ଜିଲ୍ଲାର ପୁରାତନ ଶୈବ ପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେଲା ଶ୍ରାବଣୀ ବ୍ରତ। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ତେଣୁ କାଉଡିଆ ଭକ୍ତଙ୍କ ସମାଗମ ଆରଡି ପୀଠରେ ଦେଖିବାକୁ ମିଳିଛି। ଲଗାଣ ବର୍ଷା ସତ୍ତ୍ବେ ମଧ୍ୟ ହଜାର ହଜାର…