କେତେକସ୍ୱର ଘାଟରେ ଅଘଟଣ, ପାଣି ଉଠାଉଥିବା ବେଳେ କାଉଡ଼ିଆ ନିଖୋଜ

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସ୍ଥିତ ଦେବୀ ନଦୀର କେତେକସ୍ୱର ଘାଟରେ ଘଟିଛି ଅଘଟଣ । କାଉଡ଼ିଆ ପାଣି ଉଠାଉଥିବା ବେଳେ ଘଟିଛି ଅଘଟଣ । ପାଞ୍ଚଜଣ ପାଣି ଉଠାଇବା ପାଇଁ ବୁଡ଼ ମାରିଲା ବେଳେ ବୁଡି ଯାଇଥିଲେ ।

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସ୍ଥିତ ଦେବୀ ନଦୀର କେତେକସ୍ୱର ଘାଟରେ ଘଟିଛି ଅଘଟଣ । କାଉଡ଼ିଆ ପାଣି ଉଠାଉଥିବା ବେଳେ ଘଟିଛି ଅଘଟଣ । ପାଞ୍ଚଜଣ ପାଣି ଉଠାଇବା ପାଇଁ ବୁଡ଼ ମାରିଲା ବେଳେ ବୁଡି ଯାଇଥିଲେ ।

ସ୍ଥାନୀୟ ଯୁବକମାନଙ୍କ ଦ୍ଵାରା ୪ ଜଣ ଉଦ୍ଧାର ହୋଇ ଥିବା ବେଳେ ଜଣେ ନିଖୋଜ ହୋଇ ଯାଇଛନ୍ତି ।  ନିଖୋଜଙ୍କୁ ଜଗତସିଂହପୁର ଅଗ୍ନି ଶ୍ରମ ବିଭାଗ ପକ୍ଷରୁ ଖୋଜ ଜାରି ରହିଛି  । ନିଖୋଜ ୧୪ ବର୍ଷୀୟ ବାଳକ ତିର୍ତ୍ତୋଲ ଅଞ୍ଚଳର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.