ଘରକୁ ଫେରୁଥିବା ବେଳେ ମା’କୁ ଦଳିଦେଲା ହାତୀ, ପୁଅ ଅଳ୍ପକେ ରକ୍ଷା ପାଇଲେ

ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ଝରିଗାଁ ବ୍ଲକ ଜଗିପଦର ଗାଁରେ । ଏକ ଏକଉସିଆ କାର୍ଯ୍ୟ ସାରି ଥାଟବେଡ଼ା ଗାଁର ମା’- ପୁଅ ଘରକୁ ଫେରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା ।

ଉମରକୋଟ :  ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ଝରିଗାଁ ବ୍ଲକ ଜଗିପଦର ଗାଁରେ । ଏକ ଏକଉସିଆ କାର୍ଯ୍ୟ ସାରି ଥାଟବେଡ଼ା ଗାଁର ମା’- ପୁଅ ଘରକୁ ଫେରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା ।

ହାତୀ ଆକ୍ରମଣରେ ଆସମତି ଭତ୍ରା ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି । ଏହି ହାତୀ ଗତ ମଙ୍ଗଳବାର ଦିନ ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ଜଣେ ବନ ଜଗୁଆଳିଙ୍କୁ ଦଳି ମାରି ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.