ଗାଡି ଧକ୍କାକୁ ବାହାନା କରି ଟ୍ରକ ଲୁଟ, ଦୁଇ ଅଭିଯୁକ୍ତ ଗିରଫ

ଗାଡି ଧକ୍କା ପାଇଁ ଟ୍ରକ ଲୁଟ । ହଂସପାଳ ଠାରେ ଟ୍ରାଫିକ ଜାମରେ ଫସିଥିଲା ଟ୍ରକ ପଛରେ ଏକ କାର।

କଟକ : ଗାଡି ଧକ୍କା ପାଇଁ ଟ୍ରକ ଲୁଟ । ହଂସପାଳ ଠାରେ ଟ୍ରାଫିକ ଜାମରେ ଫସିଥିଲା ଟ୍ରକ ପଛରେ ଏକ କାର। କାର ସାମ୍ନା ପଟ ଟ୍ରକ ପଛ ବାଜି କ୍ଷତିଗ୍ରସ୍ତ ହେବାରୁ ୫୦ ହଜାର ଟଙ୍କା ଦାବି କରିଥିଲେ କାରରେ ଥିବା ଦୁଇ ବ୍ୟକ୍ତି। ଗୋପାଳପୁର ଅଞ୍ଚଳରେ ଟ୍ରକ ଅଟକାଇ ନେଇଗଲେ ଅଭିଯୁକ୍ତ।

ଉଭୟ କାର ଏବଂ ଟ୍ରକଟିକୁ ତିର୍ତ୍ତଲ ଥାନା ଅଞ୍ଚଳରୁ ଜବତ କଲା କଟକ ସଦର ଥାନା ପୋଲିସ। ଅଭିଯୁକ୍ତ ଦିଲୀପ ଜେନା ଓ ମାନସ ରଞ୍ଜନ ସାହୁ ଗିରଫ। ଦିଲ୍ଲୀପ ନାଁରେ ପୂର୍ବରୁ ଏକାଧିକ ଥାନାରେ ରହିଛି ୯ ଟି ମାମଲା। ମାନସ ନାଁରେ ରହିଛି ଗୋଟିଏ ମାମଲା। କଟକ ଡ଼ିସିପି ପିନାକ ମିଶ୍ରଙ୍କ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.