Browsing Tag

truck loot

ଗାଡି ଧକ୍କାକୁ ବାହାନା କରି ଟ୍ରକ ଲୁଟ, ଦୁଇ ଅଭିଯୁକ୍ତ ଗିରଫ

କଟକ : ଗାଡି ଧକ୍କା ପାଇଁ ଟ୍ରକ ଲୁଟ । ହଂସପାଳ ଠାରେ ଟ୍ରାଫିକ ଜାମରେ ଫସିଥିଲା ଟ୍ରକ ପଛରେ ଏକ କାର। କାର ସାମ୍ନା ପଟ ଟ୍ରକ ପଛ ବାଜି କ୍ଷତିଗ୍ରସ୍ତ ହେବାରୁ ୫୦ ହଜାର ଟଙ୍କା ଦାବି କରିଥିଲେ କାରରେ ଥିବା ଦୁଇ ବ୍ୟକ୍ତି। ଗୋପାଳପୁର ଅଞ୍ଚଳରେ ଟ୍ରକ ଅଟକାଇ ନେଇଗଲେ ଅଭିଯୁକ୍ତ। ଉଭୟ କାର…

ଯାଜପୁର ଟ୍ରକ ଚୋରି ରାକେଟର ପର୍ଦ୍ଦାଫାସ: ୯ଜଣ ଗିରଫ

ଯାଜପୁର(କେନ୍ୟୁଜ୍): ଯାଜପୁର ଟ୍ରକ ଚୋରି ଘଟଣାରେ ୯ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ସେମାନଙ୍କ ପାଖରୁ ଗୋଟିଏ କାର ଓ ୨ଲକ୍ଷ ୪୫ହଜାର ଟଙ୍କା ଜବତ କରାଯାଇଛି । ଗତ ୧୧ତାରିଖରେ ଧର୍ମଶାଳା ଥାନା ଭଡ଼ଙ୍ଗା ନିକଟସ୍ଥ ଏକ କ୍ରସରରୁ ଏକ ଟ୍ରକ ଚୋରି ଘଟଣାର ତଦନ୍ତ କରିବା ବେଳେ ଟ୍ରକ ଚୋରି…