Below header

ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ଝିଅଙ୍କ ସଲିଳ ସମାଧି

କଟକ: ପାଣିରେ ବୁଡ଼ି ଦୁଇ ଝିଅଙ୍କ ସଲିଳ ସମାଧି । କଟକ ନରସିଂହପୁର ବ୍ଲକ୍‌ ଭୁସ୍କା ଗାଁରେ ଗାଧୋଇବା ବେଳେ ସାଲୁଆ ବନ୍ଧରେ ବୁଡ଼ି ଯାଇଥିଲେ ୨ ଜଣ । ସେମାନଙ୍କୁ ଗୁରୁତର ଅବସ୍ଥାରେ ନରସିଂହପୁର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ ଶାରଦା ପ୍ରଧାନ, ପୂଜାରାଣୀ ସାହୁ । ଦୁଇ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.