Below header

“ସୁନାମି ପ୍ରସ୍ତୁତି” ନେଇ ଓଡ଼ିଶାର ଦୁଇଟି ଗାଁକୁ ମିଳିଲା ୟୁନେସ୍କୋ ମାନ୍ୟତା

ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିଛି । ଦେଶ ଓ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଗାଁକୁ “ସୁନାମି ପ୍ରସ୍ତୁତି” ମାନ୍ୟତା ମିଳିଛି । ଗଂଜାମ ଓ ଜଗତସିଂହପୁରର ଦୁଇଟି ଗାଁ ୟୁନେସ୍କୋ ତରଫରୁ ଜାରି ହୋଇଥିବା ଏହି ଲିସ୍ଟରେ ସ୍ଥାନ ପାଇଛନ୍ତି । ଏହି ଦୁଇ ଗାଁ ମଧ୍ୟରୁ ଗୋଟିଏ ଜଗତସିଂହପୁରର ନୋଳିଆ ସାହି ଥିବା ବେଳେ ଅନ୍ୟଟି ଗଂଜାମ ଜିଲ୍ଲାର ଭେଙ୍କଟରାୟପୁର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.