Below header

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଲାସାରେ ମାଲଗାଡ଼ିର ୨ଟି ଓ୍ଵାଗନ୍‌ ଲାଇନ୍‌ଚ୍ୟୁତ, ଘଟଣାସ୍ଥଳରେ ପହଞ୍ଚିଲେ ପୂର୍ବତଟ ରେଳବାଇ ଅଧିକାରୀ

କେନ୍ୟୁଜ୍(ବ୍ୟୁରୋ):  ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଲାସାରେ ମାଲଗାଡ଼ିର ୨ଟି ଓ୍ଵାଗନ୍‌ ଲାଇନ୍‌ଚ୍ୟୁତ । ପଲାସା ୟାଡ୍‌ ପ୍ରବେଶ ବେଳେ ମାଲଗାଡ଼ିର ୨ଟି ଓ୍ଵାଗନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ବିଶାଖାପାଟଣମ-ପାଲାସା ଏବଂ ଭୁବନେଶ୍ୱର ପାଲାସା ଟ୍ରେନକୁ ସାମୟିକ ସମୟ ପାଇଁ ବାତିଲ କରାଯାଇଛି ।

ସେହିପରି ପୁଣ୍ଡି ଷ୍ଟେସନ୍‌ରେ ନିୟନ୍ତ୍ରିତ ଅଛି । ଖୋର୍ଦ୍ଧା ରୋଡରୁ ରିଲିଫ ଟ୍ରେନ୍‌ ଘଟଣାସ୍ଥଳକୁ ପଠାଯାଇଛି । ଘଟଣାସ୍ଥଳରେ ପୂର୍ବତଟ ରେଳବାଇ ଅଧିକାରୀ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.