ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ, ଚଢ଼ାଉ ଜାରି

ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ l ଝାରପଡା ଜେଲରୁ ଆସିଥିବା ବିଚାରାଧୀନ କଏଦୀ ଫେରାର ହୋଇଗଲା l

ଭୁବନେଶ୍ୱର : ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ l ଝାରପଡା ଜେଲରୁ ଆସିଥିବା ବିଚାରାଧୀନ କଏଦୀ ଫେରାର ହୋଇଗଲା l ଶୌଚ ପାଇଁ ଯିବା ବାହାନାରେ ହୋଇଗଲା ଫେରାର l ଖବର ପାଇବା ପରେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ l