Below header

ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ, ୨ କୋଟିରୁ ଅଧିକ ଟଙ୍କାର ଲୁଟ ଅଭିଯୋଗ

ଭୁବନେଶ୍ୱର ଇନଫୋ ସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟରେ ହୋଇଛି ଲୁଟ l ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ୨ କୋଟିରୁ ଅଧିକ ଟଙ୍କାର ଜିନିଷପତ୍ର ଲୁଟ କରିଛନ୍ତି l ଇନଫୋସିଟି ଥାନା ରାଜବାଟିକା ଆପାର୍ଟ ମେଣ୍ଟର 4 ଟି ଫ୍ଲାଟରୁ ଏକ କାଳୀନ ଲୁଟ ହୋଇଛି l

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋ ସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟରେ ହୋଇଛି ଲୁଟ l ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ୨ କୋଟିରୁ ଅଧିକ ଟଙ୍କାର ଜିନିଷପତ୍ର ଲୁଟ କରିଛନ୍ତି l ଇନଫୋସିଟି ଥାନା ରାଜବାଟିକା ଆପାର୍ଟ ମେଣ୍ଟର 4 ଟି ଫ୍ଲାଟରୁ ଏକ କାଳୀନ ଲୁଟ ହୋଇଛି l

ଲୁଟ ହୋଇଥିବା ଫ୍ଲାଟ ଗୁଡିକ ହେଲା H2, i4, g4, c5 l  ଦୁର୍ବୃତ୍ତମାନେ ସୁନା ଗହଣା, ଲାପଟପ, ଘର ସାମଗ୍ରୀ ଓ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି l ସିସି ଟିଭିରେ 4 ଲୁଟେରାଙ୍କ ହରକତ କଏଦ ହୋଇଛି l ଘଟଣା ସ୍ଥଳରେ ଇନଫୋସିଟି ଥାନା ପୋଲିସ ଓ ଡ଼ଗ ସ୍କୁଆର୍ଡ ପହଂଚି ତଦନ୍ତ ଆରମ୍ଭ କରିଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.