Below header

ପୁଣି ସ୍ଥାନାନ୍ତର ହେଲା ୟୁନିଟ୍‌-୧ ହାଟ, ସାମାଜିକ ଦୂରତ୍ୱ ପାଇଁ ଉଠିଲା ଏକ ନମ୍ବର ହାଇସ୍କୁଲ ପଡିଆକୁ

ଭୁବନେଶ୍ବର: ପୁଣି ସ୍ଥାନାନ୍ତର ହେଲା ୟୁନିଟ୍‌-୧ ହାଟ। ୟୁନିଟ୍‌-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରାଯାଇଛି। ସାମାଜିକ ଦୂରତ୍ୱ ପାଇଁ ରାଜମହଲ ଛକକୁ ହାଟକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଗ୍ରାହକମାନେ ଏହି ଦୂରତ୍ୱ ରକ୍ଷା ନକିରାବରୁ ପୁଣି ହାଟକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.