Below header

ନୟାଗଡ଼ରେ ଅଜଣା ଜନ୍ତୁ ଆତଙ୍କ, ଗଲାଣି ୭ ଛେଳିଙ୍କ ଜୀବନ

ନୟାଗଡ଼ରେ ଅଜଣା ଜନ୍ତୁ ଆତଙ୍କ । ଦଶପଲା ବ୍ଳକ ତୁମାଣ୍ଡି ଗାଁରେ ୭ ଛେଳିଙ୍କ ମୃତ୍ୟୁ ପରେ ଭୟ ବଢ଼ିଛି । ଗାଁର ମହେନ୍ଦ୍ର ନାୟକଙ୍କ ଗୁହାଳରେ ଗତକାଲି ୮ଟି ଛେଳି ବନ୍ଧା ହୋଇଥିଲେ । ସେଥିମଧ୍ୟରୁ ୭ଟି ଛେଳିଙ୍କ ମୃତ୍ୟୁ ହୋଇଛି ।

ନୟାଗଡ଼(କେନ୍ୟୁଜ୍‌): ନୟାଗଡ଼ରେ ଅଜଣା ଜନ୍ତୁ ଆତଙ୍କ । ଦଶପଲା ବ୍ଳକ ତୁମାଣ୍ଡି ଗାଁରେ ୭ ଛେଳିଙ୍କ ମୃତ୍ୟୁ ପରେ ଭୟ ବଢ଼ିଛି । ଗାଁର ମହେନ୍ଦ୍ର ନାୟକଙ୍କ ଗୁହାଳରେ ଗତକାଲି ୮ଟି ଛେଳି ବନ୍ଧା ହୋଇଥିଲେ । ସେଥିମଧ୍ୟରୁ ୭ଟି ଛେଳିଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୭ ଛେଳିଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମହେନ୍ଦ୍ର । ତାଙ୍କୁ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.