Below header

ରାଜଧାନୀ କଲେଜରେ ଗଣ୍ଡଗୋଳ, କ୍ୟାମ୍ପସ ଭିତରେ ପଶି ଛାତ୍ରଙ୍କୁ କଲେ ଆକ୍ରମଣ

ରାଜଧାନୀ କଲେଜରେ ଘଟିଛି ଗଣ୍ଡଗୋଳ | କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଆକ୍ରମଣ ହୋଇଛି | ଆକ୍ରମଣରେ ଜଣେ ଛାତ୍ର ଆହତ ହୋଇଛନ୍ତି | ଆହତ ଛାତ୍ର ହେଲେ ବି.ଇଡ଼ି ପ୍ରଥମ ବର୍ଷ ଛାତ୍ର ଲଳିତ ମହାନ୍ତି |

ଭୁବନେଶ୍ୱର : ରାଜଧାନୀ କଲେଜରେ ଘଟିଛି ଗଣ୍ଡଗୋଳ | କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଆକ୍ରମଣ ହୋଇଛି | ଆକ୍ରମଣରେ ଜଣେ ଛାତ୍ର ଆହତ ହୋଇଛନ୍ତି | ଆହତ ଛାତ୍ର ହେଲେ ବି.ଇଡ଼ି ପ୍ରଥମ ବର୍ଷ ଛାତ୍ର ଲଳିତ ମହାନ୍ତି | 3ରୁ 4 ଜଣ ଛାତ୍ର କଲେଜ କ୍ୟାମ୍ପସରେ ମଦ ପିଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ଖଣ୍ଡଗିରି ଥାନାରେ ଏ ନେଇ ଅଭିଯୋଗ ହୋଇଛି | ଆକ୍ରମଣର ଭିଭିଡିଓ ଭାଇରଲ, ହେବ ପରେ ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.